Cart
Sign In

Sorry! Abhedata is sold out.

Compare Products
Clear All
Let's Compare!

Abhedata

This product has been sold out

We will let you know when in stock
notify me

Featured

Highlights

  • ISBN13:9789358264920
  • ISBN10:9789358264920
  • Binding:Paperback
  • Publisher:Ink of Knowledge
  • BIS/ISI License number:NA
  • BIS/ISI required:NA
  • SUPC: SDL147731972

Description

ସ୍ମୁତି ଚିତ୍ତ ମଲ୍ଲାର ପରି ଆଜି ପ୍ରପ୍ପୁଟିତ ହେଉଛି ପ୍ରତ୍ୟେକ କବିତାର ପୃଷ୍ଟା ସତେକି ବିରହତା ସହ ମନର ଆବେଗ ଓ କେତେ ଯେ ସ୍ବପ୍ନ ତା ପୁଣି ଅନେକ ସହ ମିଶିଯିବ । ଏକାକୀ ହେଇ ବି ମନବତ୍ବ ସହ ତତ୍ବ ବିଚାରର ସଂକ୍ଷେପତା ନିରୂପଣ ଓ ଏହାର ବିଶେଷତା ସଂମ୍ପର୍କରେ ପର୍ଯ୍ୟବେକ୍ଷଣ କରିବା ତାହା ଆମର ପକ୍ଷେ ଏକ କଷ୍ଟ କର ବିଷୟ ହୁଏ । ଯେହେତୁ ଏହାର ଉପଯୁକ୍ତ ବିଚାର କରିବାର କ୍ଷମତା ଆମ ହାତରେ ସଂସ୍ଳିଷ୍ଟ ନଥିଲା ତଥାପି ତାହା କୁଣ୍ଠତା ନୁହେଁ ଯେ ସେ କାର୍ଯ୍ୟରେ ଆମ ସହ କିଛି ବି ଘଟିପାରେ ଯାହା ଆମେ ଚାହୁଁନାହୁଁ ତାହା ସମାଜ ପ୍ରତି ହେଉ , ଜଣେ ବ୍ୟକ୍ତି ବା ବ୍ୟକ୍ତିତ୍ବ , ବନ୍ଧୁ ବନ୍ଧୁତ୍ବ ପରି ଆହୁରି ଅନେକ କିଛି । ଏହା ଏପରି ଏକ ଶବ୍ଦ ଥିଲା ଯାହା ମୋ ବର୍ଣ୍ଣନାର ବାହାରେ । କେବଳ ସାହିତ୍ୟ ରୂପକ ସମୁଦ୍ରରେ ପାଦଆରୋପଣ କରିବା ଆଉ ମନକୁ ସନ୍ତୋଷ କରିବା ତ ସବୁ କବି ଭାବୁକ ମାନେ ଜାଣନ୍ତି ଯାହା ଅନେକମତରେ ସ୍ବାଗତ ଯୋଗ୍ୟ ନଥିଲା ତାହାଥିଲା କେବଳ ବୈପ୍ଲାବିକ ମନୋଭାବ ଓ ଜାଗ୍ରତକର ପରିସ୍ଥିତି । ଏଠାରେ ଭାଷା ଓସାହିତ୍ୟର ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ବହୁତ ଆସିବାକୁ ଲାଗିଲାଣି କାରଣ ଆମ ସାହିତ୍ୟର ପ୍ରତ୍ୟେକ ପୃଷ୍ଟାରେ ଆଜିକାଲିର ପତ୍ରିକା କେବଳ ପୁରାତନ ଲେଖକ ତଥା ସେମାନେ ଲେଖିଥିବା କାହାଣୀର ପରିଚ୍ଛେଦ ଗ୍ରହଣ କରେ ଯାହା ବର୍ତ୍ତମାନର ଯୁବ ଲେଖକ ସ୍ଥାନ ପାଇଁ ଉପଯୁକ୍ତ ଓ ଅପର ପକ୍ଷେ ଏହା କେବଳ ନ୍ୟାୟଯୁକ୍ତ ଯେ ସେମାନେ ସାହିତ୍ୟର ଉନ୍ନତି କରିପାରିବେ ଯେଉଁମାନେ କେବଳ ପୁରାତନ ସାହିତ୍ୟ ସଂମ୍ପର୍କରେ ଅବଗତ ଥିବା ନୂତନ ସାହିତ୍ୟ ବା ଆଧୁନା ସାହିତ୍ୟରେ କିଛି ଦେଖାଯାଉନାହିଁ ଯାହା ଯୋଗୁଁ ଅନେକ ଲେଖା ଓ ଲେଖକ ସାହିତ୍ୟ ପ୍ରତି ମନୋବଳ ଟାଣ ନାହିଁ ।

Terms & Conditions

The images represent actual product though color of the image and product may slightly differ.

Quick links