Cart
Sign In
Compare Products
Clear All
Let's Compare!

ମୋ ମନ ଅଗଣା (Mo Mana Agana)


MRP  
Rs. 190
  (Inclusive of all taxes)
Rs. 162 15% OFF
(1) Offers | Applicable on cart
Apply for a Snapdeal BOB Credit Card & get 5% Unlimited Cashback T&C
Delivery
check

Generally delivered in 1 - 3 days

  • ISBN13:978-9391116187
  • ISBN10:9391116183
  • Publisher:StoryMirror Infotech Private Limited
  • Language:Oriya
  • Author:ଅଭିରାମ ମଣ୍ଡଳ (Abhiram Mandal)
  • View all item details
7 Days Replacement
This product can be replaced within 7 days after delivery Know More

Featured

Highlights

  • ISBN13:978-9391116187
  • ISBN10:9391116183
  • Publisher:StoryMirror Infotech Private Limited
  • Language:Oriya
  • Author:ଅଭିରାମ ମଣ୍ଡଳ (Abhiram Mandal)
  • Binding:Paperback
  • Pages:138
  • SUPC: SDL069414202

Other Specifications

Other Details
Country of Origin or Manufacture or Assembly India
Common or Generic Name of the commodity Motivational & Inspirational
Manufacturer's Name & Address
Packer's Name & Address
Marketer's Name & Address
Importer's Name & Address

Description

About the Book:
"ମୋ ମନ ଅଗଣା" ଏଇଟି ଏମିତି ସେମିତି ଅଗଣା ନୁହେଁ । ଏଠି ପ୍ରତି କ୍ଷଣ ସୃଷ୍ଟି ହୁଏ ନୂତନ ସ୍ୱପ୍ନର ସମ୍ଭାର । ଯେଉଁ ସ୍ୱପ୍ନ ଏ ଦୁନିଆକୁ ଦେଖାଏ ନୂଆ ଏକ ଦିଗବଳୟ । ସେଇ ଦିଗବଳୟର ସାତ ରଙ୍ଗର ଛିଟାରେ ପ୍ରତିଫଳିତ ମୋ ଗଳ୍ପ । ଏଇ ଗଳ୍ପ ସଙ୍କଳନରେ ସମୁଦାୟ ୧୬ଟି ଗଳ୍ପ ସ୍ଥାନିତ ହେଇଛି । ଗଳ୍ପ ଗୁଡିକ ମୋର ଚତୁପାର୍ଶ୍ଵରେ ଘଟୁଥିବା ଘଟଣାବଳୀକୁ ନେଇ ଗତିଶୀଳ । ପ୍ରତ୍ୟେକ ଗଳ୍ପରେ ଏ ସମାଜ ପାଇଁ କିଛି ବାର୍ତ୍ତା ମହଜୁଦ ରହିଛି । ଗଳ୍ପ ଗୁଡିକୁ ପାଠ କଲାବେଳେ ପାଠକ ନିଜକୁ ସେ ଗଳ୍ପର ଏକ ଚରିତ୍ର ବୋଲି ନିଶ୍ଚୟ ଭାବିବେ - ଏ କଥା ମୁଁ ଦୃଢ଼ ଭାବରେ କହିପାରେ ।
About the Author:
୧୯୭୫ ମସିହା ନଭେମ୍ବର ୨୫ ତାରିଖରେ କେନ୍ଦ୍ରାପଡ଼ା ସହରର ଅନତି ଦୂରରେ ଥିବା ଏକ ଅଖ୍ୟାତ ପଲ୍ଲୀ ହାଟବାଣପୁରରେ ମୋର ଜନ୍ମ । ମୋର ଶିକ୍ଷାଗତ ଯୋଗ୍ୟତା ଏମ.ଏସ.ସି. ଆଇ.ଟି.। ଅଧୁନା ସାହାରା ଇଣ୍ଡିଆ ପାରାଦୀପ କାର୍ଯ୍ୟାଳୟରେ କୋଷାଧ୍ୟକ ରୂପେ କାର୍ଯ୍ୟରତ । ମୋର ପ୍ରଥମ କାହାଣୀ 'ଚାକିରୀ ଖାଲି ନାହିଁ' ୧୯୯୧ ମସିହା ଜୁଲାଇ ମାସରେ ମାସିକ ଶିଶୁ ପତ୍ରିକା ସଂସାରରେ ପ୍ରକାଶିତ ହେଇଥିଲା । ୨୦୦୫ ମସିହାରେ ଯେତେବେଳେ ମୁଁ ଆଇ.ଟି.ସି.ଟି. କେନ୍ଦ୍ରାପଡ଼ାରେ କମ୍ପ୍ୟୁଟର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲି ସେତେବେଳେ ସେଠାରେ ଏକ କ୍ୟାମ୍ପସ ମାଗାଜିନର ସମ୍ପାଦନା ଦାୟିତ୍ୱ ନେଇ ସଫଳ ଭାବେ ୩ ବର୍ଷ ମାଗାଜିନ ପ୍ରକାଶ କରାଇଥିଲି । ଏବେ ମୋ ଲେଖା ସବୁ 'ଷ୍ଟୋରିମିରର','ପ୍ରତିଲିପି' ଓ ଫେସବୁକରେ ଲଗାତାର ଭାବେ ପ୍ରକାଶିତ ହେଇ ଚାଲିଛି । କିଛି ଦିନ ତଳେ ଷ୍ଟୋରିମିରର୍ ‘Author of the week editor's choice’ ରେ ସମ୍ମାନିତ ହେଇ ସାରିଛି । ଆଉ ଷ୍ଟୋରିମିରର୍ ମତେ 'Literary Captain' ମାନ୍ୟତା ପ୍ରଦାନ କରିଛି । ମୋର ତିନୋଟି ଉପନ୍ୟାସ 'ପରାହତ ନାୟକ','ସହଯାତ୍ରୀ','ଚନ୍ଦ୍ରକାନ୍ତା(ଅନୁଦିତ)' ଫେସବୁକ ଓ ପ୍ରତିଲିପିରେ ପ୍ରକାଶିତ ହେଇ ଅନେକ ପ୍ରଶଂସା ସାଉଁଟିଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ମୁଁ ଖୁବ ଭଲ ପାଏ । ତାର ସୁରକ୍ଷା ଓ ବିକାଶ ଦିଗରେ ମୁଁ ସର୍ବଦା ଚେଷ୍ଟିତ ।

Terms & Conditions

The images represent actual product though color of the image and product may slightly differ.

Seller Details

View Store


Expand your business to millions of customers