Cart
Sign In
Compare Products
Clear All
Let's Compare!

ଉଷାର ଆଲୋକ (Ushar Alok)


MRP  
Rs. 225
  (Inclusive of all taxes)
Rs. 202 10% OFF
(1) Offers | Applicable on cart
Apply for a Snapdeal BOB Credit Card & get 5% Unlimited Cashback T&C
Only 6 Items Left
Delivery
check

Generally delivered in 1 - 4 days

  • ISBN13:9789392661594
  • ISBN10:9789392661594
  • Publisher:StoryMirror Infotech Pvt Ltd
  • Language:Odia
  • Author:ପ୍ରଣତି ପଣ୍ଡା (Pranati Panda)
  • View all item details
7 Days Replacement
This product can be replaced within 7 days after delivery Know More

Featured

Highlights

  • ISBN13:9789392661594
  • ISBN10:9789392661594
  • Publisher:StoryMirror Infotech Pvt Ltd
  • Language:Odia
  • Author:ପ୍ରଣତି ପଣ୍ଡା (Pranati Panda)
  • Binding:Paperback
  • Pages:172
  • SUPC: SDL751628897

Other Specifications

Other Details
Country of Origin or Manufacture or Assembly India
Common or Generic Name of the commodity Poetry
Manufacturer's Name & Address
Packer's Name & Address
Marketer's Name & Address
Importer's Name & Address

Description

About Book:
"ଉଷାର ଆଲୋକ" ସଙ୍କଳନ କବୟତ୍ରୀଙ୍କ ଜୀବନର ଏକ ଅନନ୍ୟ କୃତି । କବୟତ୍ରୀଙ୍କ କବିତା ଲେଖିବାର ଭାବଧାରା ଉଷାର ଆଲୋକରେ ଶୁଭ ବ୍ରାହ୍ମ ମୁହୂର୍ତ୍ତରେ ପ୍ରାରମ୍ଭ ହେଇ ଧୀରେ ଧୀରେ ଅଗ୍ରଗାମୀ ହୋଇଛି । ଇଶ୍ୱରଙ୍କ ଆଶୀର୍ବାଦରୁ ସଙ୍କଳନରେ ଥିବା କବିତା ଗୁଡ଼ିକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମନର ସୂକ୍ଷ୍ମାତିସୂକ୍ଷ୍ମ ଭାବଧାରାର ପରିପ୍ରକାଶ ହୋଇଛି, ଯାହାକି ପାଠକଙ୍କ ହୃଦୟରେ ମୁହୂର୍ତ୍ତକ ପାଇଁ ହେଲେ ମଧ୍ୟ ଭାବାବେଗ ସୃଷ୍ଟି କରିବା ପାଇଁ ବାଧ୍ୟ କରିପାରିବ ନିଶ୍ଚିତ ଭାବରେ । କବୟତ୍ରୀ ଶ୍ରୀମତୀ ପ୍ରଣତି ପଣ୍ଡା ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରାନ୍ତୁ, ଏହାହିଁ ମଙ୍ଗଳମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।

About the Author:
କବୟିତ୍ରୀ ଶ୍ରୀମତୀ ପ୍ରଣତି ପଣ୍ଡା ଏକାଧାରରେ ଜଣେ କବି, ସୁଗୃହିଣୀ, ମାନବ ଓ ଜୀବପ୍ରେମୀ, ପରୋପକାରିଣୀ, ଉଦାରବାଦୀ, ଧାର୍ମିକା ମହିଳା ଅଟନ୍ତି । ସ୍ୱର୍ଗୀୟ ବାଞ୍ଛାନିଧି ମହାପାତ୍ର ଓ ବିଶିଷ୍ଟ କବୟତ୍ରୀ ସ୍ୱର୍ଗୀୟା ଶକୁନ୍ତଳା ମହାପାତ୍ରଙ୍କ କନିଷ୍ଠା କନ୍ୟା ରୂପେ ସେ କଟକରେ ଜନ୍ମ ଗ୍ରହଣ କରିଥିଲେ । କବୟତ୍ରୀ ପ୍ରଣତି ପଣ୍ଡା ତେଣୁ କାବ୍ୟିକ ପରିବେଶ ଭିତରେ ତାଙ୍କର ଉନ୍ମେଷ ଓ ବିକାଶ ସାଧିତ ହୋଇଛି । ବାସ୍ତବରେ ତାଙ୍କ‌ ଜୀବନକୁ ସେ କାବ୍ୟମୟ କରି ଗଢ଼ି ତୋଳିଛନ୍ତି ଯାହା ତାଙ୍କ କବିତାଗୁଡିକୁ ଅନୁଶୀଳନ ଓ ଅଧ୍ୟୟନ କଲେ ସ୍ପଷ୍ଟ ଅନୁମିତ ହୁଏ । ତାଙ୍କର କବିତା ଗୁଡ଼ିକ ସମୟକ୍ରମେ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇ ପାଠକ ମହଲରେ ଲୋକଆଦୃତ ହୋଇପାରିଛି । ଓଡ଼ିଶାର ଶିକ୍ଷାମନ୍ତ୍ରୀ ସମେତ ଅନେକ ସାହିତ୍ୟିକ ଅନୁଷ୍ଠାନ ତରଫରୁ "ପ୍ରତିଭା ସମ୍ମାନ"ରେ ସମ୍ମାନିତା ହେବା ସହ ଷ୍ଟୋରୀମିରର୍ ତରଫରୁ ମଧ୍ୟ ତାଙ୍କର ଅନୁପମ ସୃଜନୀ ପାଇଁ ସମ୍ମାନିତ କରାଯାଇଛି ।

Terms & Conditions

The images represent actual product though color of the image and product may slightly differ.

Quick links

Seller Details

View Store


Expand your business to millions of customers