Cart
Sign In
Compare Products
Clear All
Let's Compare!

Bijayinee


MRP  
Rs. 190
  (Inclusive of all taxes)
Rs. 180 5% OFF
(1) Offers | Applicable on cart
Apply for a Snapdeal BOB Credit Card & get 5% Unlimited Cashback T&C
Only 2 Items Left
Delivery
check

Generally delivered in 1 - 4 days

  • ISBN13:9789391116057
  • ISBN10:9789391116057
  • Publisher:StoryMirror Infotech Pvt. Ltd.
  • Language:Oriya
  • Author:B. Nirupama
  • View all item details
7 Days Replacement
This product can be replaced within 7 days after delivery Know More

Featured

Highlights

  • ISBN13:9789391116057
  • ISBN10:9789391116057
  • Publisher:StoryMirror Infotech Pvt. Ltd.
  • Language:Oriya
  • Author:B. Nirupama
  • Binding:Paperback
  • SUPC: SDL504884424

Other Specifications

Other Details
Country of Origin or Manufacture or Assembly India
Common or Generic Name of the commodity General Fiction
Manufacturer's Name & Address
Packer's Name & Address
Marketer's Name & Address
Importer's Name & Address

Description

About the Book:

ସୁନିର୍ବାଚିତ ଶବ୍ଦ ସଂଯୋଜନା ଓ ସୁସ୍ପଷ୍ଟ ମୂଲ୍ୟବୋଧ ଭିତ୍ତିକ ବିଷୟବସ୍ତୁ ଆଧାରିତ ଷାଠିଏଟି କବିତାକୁ ନେଇ ପ୍ରସ୍ତୁତ ହୋଇଛି ବି. ନିରୁପମାଙ୍କ ଅଷ୍ଟମ ପୁସ୍ତକ 'ବିଜୟିନୀ' । ପ୍ରତିଟି କବିତାରେ ସତ୍ୟ-ଶିବ-ସୁନ୍ଦରତାର ପୁନଃ ପ୍ରତିଷ୍ଠା କଳ୍ପନା କରୁଛନ୍ତି କବି । ପ୍ରଥମ କବିତାରେ ଶିଶୁଟିଏ ଜନକଲ୍ୟାଣରେ ବ୍ରତୀ ହେବାକୁ ଶପଥ ନେବା ଠାରୁ ଆରମ୍ଭ ହୋଇଥିବା ବିଚାର ପରବର୍ତ୍ତୀ ରଚନାଗୁଡ଼ିକରେ ଆହୁରି ସୁସ୍ପଷ୍ଟ ହୋଇଛି । ଏକାଧିକ କବିତାରେ ଭେଦଭାବ ଭୁଲି ଦେଶବାସୀଙ୍କୁ ଏକତାର ମନ୍ତ୍ରରେ ଦୀକ୍ଷିତ ହେବାକୁ ଆହ୍ୱାନ ଦେବା ସହ ଶିର ଉନ୍ନତ କରି ସ୍ୱାଭିମାନ ସହ ବଞ୍ଚିବାକୁ ଉତ୍ସାହିତ କରିଛନ୍ତି ସେ । ଆମ ବିଶ୍ବାସ ଏହା ପାଠକଙ୍କ ଶ୍ରଦ୍ଧାଭାଜନ ହୋଇପାରିବ । ଷ୍ଟୋରିମିରର୍ ପ୍ରାୟୋଜିତ “୫୨ ସପ୍ତାହ ଲିଖନ ପ୍ରତିଯୋଗିତା (ଦ୍ୱିତୀୟ ସଂସ୍କରଣ)”ର ବିଜେତା ଭାବରେ ବି. ନିରୁପମାଙ୍କ ଏହି ପୁସ୍ତକଟି ଷ୍ଟୋରିମିରର୍ ଦ୍ୱାରା ପ୍ରକାଶିତ ହୋଇଅଛି ।

About the Author:

ମୌଳିକ କାହାଣୀ ଆଉ ମନଛୁଆଁ କବିତା ବି. ନିରୁପମାଙ୍କ ସୃଷ୍ଟିସମ୍ଭାରର ଏକ ବଳିଷ୍ଠ ଦିଗ । ସାଧାରଣତଃ ସଂକ୍ଷିପ୍ତ, ସୁଖପାଠ୍ୟ, ମୂଲ୍ୟବୋଧ ଭିତ୍ତିକ ରଚନା ନିମନ୍ତେ ସେ ପରିଚିତା । ସରଳ, ସାବଲୀଳ ଓ ସୁନିର୍ବାଚିତ ଶବ୍ଦ ସଂଯୋଜନା ତାଙ୍କ କବିତାଗୁଡିକୁ ହୃଦୟଗ୍ରାହୀ କରାଇଥାଏ । ବାଲ୍ୟକାଳରୁ ଆକର୍ଷଣୀୟ ଆଶୁ କବିତା ରଚନାର କଳା ଦୃଶ୍ୟମାନ ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ତାଙ୍କର ଏହି ଦକ୍ଷତା ପ୍ରଶସ୍ତ ଓ ଗଭୀର ହୋଇ ପାରିଛି । କବିତା ସହ ଗଳ୍ପ, ପ୍ରବନ୍ଧ, ରମ୍ୟରଚନା ଆଦି କ୍ଷେତ୍ରରେ ନିରୁପମା ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି ।

ସାହିତ୍ୟିକାଙ୍କ ରଚନାଗୁଡ଼ିକ ବିଭିନ୍ନ ସମୟରେ ସାହିତ୍ୟ ପତ୍ରିକାମାନଙ୍କରେ ପ୍ରକାଶ ପାଇବା ପରେ, ସଂକଳନ ଆକାରରେ ପ୍ରକାଶିତ ହୋଇଛି। ପୁସ୍ତକ ମଧ୍ୟରେ ଶିଶୁ-କିଶୋର ସାହିତ୍ୟ ସଂକଳନ - ଆଶା (୨୦୦୮), ଶିଶୁ କବିତା ସଂକଳନ - ମାଣିକଟିଏ (୨୦୧୦), କିଶୋର ଗଳ୍ପ ସଂକଳନ - ବାରଟି କାହାଣୀ (୨୦୧୦), କିଶୋର ଉପଯୋଗୀ ମୌଳିକ ଗଳ୍ପ ସଂକଳନ - ସାବାସ ମିଲକା (୨୦୧୬), ଗୀତିକବିତାର ସମାହାର - କବିତାମାଳା (୨୦୧୮), ଭାବପୂର୍ଣ ଶତାଧିକ ଜଣାଣ ସମୂହ - ଭକ୍ତି ନୈବେଦ୍ୟ (୨୦୧୯) ଏବଂ ଶ୍ରୀଗୁରୁଙ୍କ ଚରଣ କମଳରେ ଅର୍ପିତ ୧୦୮ଟି ଭକ୍ତିପୂତ ବନ୍ଦନା - ଭକ୍ତି ଅର୍ଘ୍ୟ (୨୦୨୦) ଉଲ୍ଲେଖଯୋଗ୍ୟ । ଆତ୍ମପ୍ରଚାର ବିମୁଖ ଏହି ସାହିତ୍ୟ ସାଧିକା ନିଜ ଅନବଦ୍ୟ ସୃଷ୍ଟି ସମ୍ଭାର ନିମନ୍ତେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହେଉଛନ୍ତି। ଲେଖିକା ଷ୍ଟୋରିମିରର୍ ପ୍ରାୟୋଜିତ “ବାଉନ ସପ୍ତାହ ଲିଖନ ପ୍ରତିଯୋଗିତା (ଦ୍ୱିତୀୟ ସଂସ୍କରଣ)”ର ବିଜେତା ଏବଂ “ବର୍ଷର ଶ୍ରେଷ୍ଠ ଲେଖକ-୨୦୨୦”ର ପ୍ରଥମ ଉପବିଜେତା (ସମ୍ପାଦକଙ୍କ ପସନ୍ଦ) ଅଟନ୍ତି ।

Terms & Conditions

The images represent actual product though color of the image and product may slightly differ.

Seller Details

View Store


Expand your business to millions of customers